ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ: ଯାଆ ଓ ଶାଶୁ ଗିରଫ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଯାମଜୋଡି ପଞ୍ଚାୟତ ଅଧୀନ ନୀଳକଣ୍ଠପୁର ଗ୍ରାମର କାଦମ୍ବିନୀ ସ୍ୱାଇଁ ନାମ୍ନୀ ଜଣେ ବଧୂକୁ ଯୌତୁକ ପାଇଁ ତାଙ୍କ ପରିବାର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାପଡିଛି ଯେ ଗତ ବର୍ଷ ଆଷାଢ଼ ମାସରେ ତିହିଡି ଥାନା ବୋଡ଼କ ପଞ୍ଚାୟତ ଅନ୍ତର୍ଗତ ଓରାଳିଗ୍ରାମର ରତ୍ନାକର ସ୍ୱାଇଁଙ୍କ ଝିଅ କାଦମ୍ବିନୀଙ୍କୁ ନୀଳକଣ୍ଠପୁର ଗ୍ରାମର ଭିକା ରାଉତଙ୍କ ପୁଅ ପଙ୍କଜ ରାଉତ … Continue reading ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ: ଯାଆ ଓ ଶାଶୁ ଗିରଫ